ଆଜି ସମ୍ବଲପୁର ଗସ୍ତ ରେ ମୁଖ୍ୟମନ୍ତ୍ରୀ ଆସି ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଟ୍ରମା କେୟାର ସେଣ୍ଟର ଉଦଘାଟନ କରିଥିଲେ l ଉଦଘାଟନ ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ସଙ୍ଗଠନ ର କର୍ମକର୍ତ୍ତା ମାନେ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଥିଲେ l ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକ ମାନଙ୍କୁ ମଧ୍ୟ ସାକ୍ଷାତ କରି ତାଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ l ଏହାପରେ ମହିଳା ମାନଙ୍କ ସହ ଫୋଟୋ ମଧ୍ୟ ଉଠାଇଥିଲେ l