ଜଟଣୀ: ଶ୍ରମିକ ୟୁନିୟନ ପ୍ରେମ ଅଫିସ କାର୍ଯ୍ୟାଳୟରେ ନୂତନ କର୍ମକର୍ତ୍ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା
Jatani, Khordha | Jun 10, 2025 ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିୟନର ଖୋର୍ଦ୍ଧା ରୋଡ଼ ମଣ୍ଡଳ ସଂଯୋଜକ ଭାବେ କୌଶିକ ସାହା, ଉପ ସଂଯୋଜକ ଭାବେ ଅମ୍ରିତ ମିଶ୍ର ଓ ନିର୍ମଳ କୁମାର ପରିଡା ନୂତନ ଭାବେ ମନୋନୀତ ହୋଇଛନ୍ତି | ଶ୍ରମିକ ୟୁନିୟନ ପ୍ରେମ ଅଫିସ କାର୍ଯ୍ୟାଳୟରେ ନୂତନ କର୍ମକର୍ତ୍ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି |