Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ବରଗଡ: ଯୁଲଟ ଗ୍ରାମରେ ଫ୍ରେଣ୍ଡ୍ ଏ ହୋପ ଓ ସେବା ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ହେଲା ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼ର ଫ୍ରେଣ୍ଡ୍ - ଏ - ହୋପ ଓ ସେବା ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ 61 ୟୁନିଟ ରକ୍ତ ସଂଗୃହିତ | ଫ୍ରେଣ୍ଡ୍ - ଏ - ହୋପ ଓ ସେବା ଫାଉଣ୍ଡେସନ ପକ୍ଷରୁ ରବିବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଯୁଲଟ ଗ୍ରାମ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରେ ଅନେକ ମାତ୍ରାରେ ରକ୍ତଦାତା ମାନେ ଆସି ରକ୍ତଦାନ କରିଥିଲେ ମୋଟ ୬୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବର୍ତ୍ତମାନ ରକ୍ତର ଅଭାବ ରହିଥିବା ବେଳେ ଯୁବପିଢ଼ିଙ୍କୁ ରକ୍ତଦାନ କରିବା ପାଇଁ ଆହ୍ୱାନ କରାଯାଇଛି | ପ୍ରତି 3 ମାସରେ ରକ୍ତଦାନ କରିବା ପାଇଁ ଆହ୍ୱାନ କରାଯାଇଛି ।

MORE NEWS