ଯାଜପୁର: ଘରୋଇ କାରଖାନା ବିରୁଦ୍ଧରେ ପ୍ରଦୂଷଣ ଅଭିଯୋଗ,ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡର ତଦନ୍ତ ଆରମ୍ଭ, ସଂସ୍କୃତି ଭବନରେ ସୂଚନା ଦେଲେ ଜିଲ୍ଲ
ଘରୋଇ କାରଖାନା ବିରୁଦ୍ଧରେ ପ୍ରଦୂଷଣ ଅଭିଯୋଗ,ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ସହିତ ଆଲୋଚନା ସଂପର୍କରେ ସଂସ୍କୃତି ଭବନରେ ସୂଚନା ଦେଲେ ଜିଲ୍ଲା ପ୍ରଦୂଷଣ ଅଧିକାରୀ ମଦନମୋହନ ସାହୁ l ସୁକିନ୍ଦା ସ୍ଥିତ ଏକ କାରଖାନା ଅଧିକ ପ୍ରଦୂଷଣ କରିବା ଯୋଗୁ ଲୋକେ ଅନେକ ଅସୁବିଧାର ସମ୍ମୁଖନ ହେଉଥିଲେ l