ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କ୍ୟାବିନେଟ ନିଷ୍ପତିକୁ ବିରୋଧ କରି ଭୁବନେଶ୍ୱର 6ନଂ ଠାରେ ମେୟର ସୁବାସ ସିଂ ଙ୍କ ସାମ୍ବାଦିକ ସମ୍ମିଳନୀ
କବିନେଟ ଦ୍ୱାରା ଓଡିଶା ଶପ ଏଣ୍ଡ କମରସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୫୬ରେ ଆଜି ଅନୁମୋଦିତ ହୋଇଥିବା ଦୁଇଟି ସଂଶୋଧନ ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ଦେଇ ଏହା ରାଜ୍ୟର ଶ୍ରମିକ ମାଙ୍କୁ ଅଧିକ ଶୋଷଣ କରିବାର ବାଟ ଖୋଲିଲା ବୋଲି କହିଛି। ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ବରିଷ୍ଟ ନେତା ତଥା କଟକର ମେୟର ଶ୍ରୀ ସୁବାଷ ସିଂ ରାଜ୍ୟ ସରକାର ଏହି ନିଷ୍ପତ୍ତି ରାଜ୍ୟର ଶ୍ରମିକ ମାନଙ୍କ ଅଧିକାର ଉପରେ କୁଠାରଘାତ ସଦୃଶ୍ୟ।