ଅନୁଗୋଳ: ଜିଲ୍ଲାରେ ସମସ୍ତ ପ୍ରକାର ସୁବିଧା ନିମନ୍ତେ ସର୍କିଟ ହାଉସ ଠାରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦାବିପତ୍ର ପ୍ରଦାନ
Anugul, Angul | Sep 14, 2025 ଅନେକ ଅର୍ଥ ରାଜକୋଷକୁ ଦିଆଯାଉଅଛି । ବିଜେପି ସରକାର ଆସିବା ପରେ ଆମ ଜିଲ୍ଲାରେ ସରକାରଙ୍କ ଦ୍ବାରା ସହରଠାରୁ ନେଇ ଗାଁ ପର୍ଯ୍ୟନ୍ତ ସବୁଆଡେ ପ୍ରାୟତଃ ଲାଇଟର ବ୍ୟବସ୍ଥା ହୋଇଛି। ପ୍ରତ୍ୟେକ ଛକରେ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ବଡ ଦୁଃଖ ଓ ପରିତାପର ବିଷୟ ଏବେ ଆମେ ଅନେକ ଗଣ ମାଧ୍ୟମରେ ଓ ନିଜେ ମଧ୍ୟ ଦେଖୁଚୁ କି ଆମ ଜିଲ୍ଲାରେ ମହିଳା ଓ ଶିଶୁ କନ୍ୟା ସୁରକ୍ଷିତ ନଥିବା ବେଳେ ଦୁର୍ଘଟଣା ମଧ୍ୟ ବଢ଼ିଚାଲିଛି । କେଉଁଠି ମହିଳା ଓ ଶିଶୁ କନ୍ୟା ମାନଙ୍କୁ ଧର୍ଷଣ କରି ବଳାକ୍ତାର କରି ଜୀବନରେ ମାରି ଦେଉଛଛି ତ କେଉଁଠି ଦେହରେ ନିଆଁ ଲଗାଇ ମାରି ଦେଉଛନ୍ତି । ଅନୁଗୋଳ ଜିଲ୍ଲା ଏକ ଶ