ଆଦିବାସୀ ସମାଜର ଗର୍ବ ତଥା ଗୋୖରବ, ଦେଶର ମହାନ୍ ସ୍ୱାଧିନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ସମ୍ବଲପୂର ଠାରେ ମହା ସମାରୋହରେ ପାଳନ କରାଯାଇଛି l ଏହି ଉପଲକ୍ଷେ ମହାନ ସ୍ୱାଧିନତା ସଂଗ୍ରାମୀ ବୀର ବିର୍ସାମୁଣ୍ଡା ଜୟନ୍ତୀ ଉପଲକ୍ଷେ ଏକ ରାଲି ସହର ପରୀକ୍ରମା କରିଥିଲା l ଏହି କାର୍ଯ୍ୟକ୍ରମ ଅନେକ ଲୋକ ସାମିଲ ହେଇଥିବା ସୂଚନା ମିଳିଛି l