ଝାରସୁଗୁଡା: ଝାରସୁଗୁଡା ଇଂଜିନିୟରିଂ ସ୍କୁଲ କଲୋନୀ ରେ ସିରିଡି ସାଇ ବାବା ଙ୍କ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଝାରସୁଗୁଡା ଇଂଜିନିୟରିଂ ସ୍କୁଲ କଲୋନୀ ରେ ସିରିଡି ସାଇ ବାବା ଙ୍କ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛ l ସାଇ ପରିବାର ବର୍ଗ ତରଫ ରୁ ଆୟୋଜିତ ଶିରିଡ଼ି ସାଇବାବାଙ୍କର ବାର୍ଷିକ ଉତ୍ସବ ରେ ଆଜି ଅପରାହ୍ନ ୧ ଟା ରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟିକା ଅଳକା ମହାନ୍ତି ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ଜନସାଧାରଣ ଙ୍କ ମଙ୍ଗଳାଳ କାମନା କରିଛନ୍ତି l ଏହାସହ ସ୍ଥାନୀୟ ଲୋକଙ୍କ ସହ ସାକ୍ଷାତ କରି କଲୋନୀର ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ପୂର୍ବତନ ବିଧାୟିକ ଅଳକା ମହାନ୍ତି l