ବୌଦ୍ଧ ସଦର: ଜଡ଼ାପାଲ ଜଙ୍ଗଲରେ ମହୁଲି ମଦ ତିଆରି ସ୍ଥାନରେ ଅବକାରୀ ପୋଲିସର ଚଢ଼ାଉ ୬୫୦କେଜି ପୋଚ ସହିତ ୮୦ଲିଟର ମଦକୁ ନଷ୍ଟ
ଆଜି ରାତ୍ର ୮ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ବୌଦ୍ଧ ଅବକାରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଲେଯେ ବୌଦ୍ଧ ବ୍ଲକ ଅନ୍ତର୍ଗତ ବାଉଁଶୁଣି ଥାନା ଅନ୍ତର୍ଗତ ଜଡ଼ାପାଲ ଜଙ୍ଗଲ ଭିତରେ ମାଫିଆ ମାନେ ମହୁଲି ମଦ ରାନ୍ଧୁଛନ୍ତି l ଏନେଇ ଆଜି ସକାଳ ପାଖାପାଖି ୧୧.୩୦ସମୟରେ ବୌଦ୍ଧ ଅବକାରୀ ପୋଲିସ ଜଡ଼ାପାଲ ଜଙ୍ଗଲ ଭିତରେ ଚାଲିଥିବ ମଦ ତିଆରି ଆଡାରେ ଚଢ଼ାଉ କରିଥିଲା l ଏହି ଚଢ଼ାଉରେ ୬୫୦କେଜି ମହୁଲ ପୋଚ ସହିତ ୮୦ଲିଟର ରନ୍ଧା ମଦକୁ ଘଟଣା ସ୍ଥଳରେ ନଷ୍ଟ