କଣ୍ଟାମାଳ: କଣ୍ଟାମାଳ ଗିରି ଗୋବର୍ଦ୍ଧନ ପିଠରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ
ମଙ୍ଗଳବାର କଣ୍ଟାମାଳ ଗିରି ଗୋବର୍ଦ୍ଧନ ପିଠରେ ବୌଦ୍ଧ ଜିଲ୍ଲା ଧାର୍ମିକସାଂସ୍କୃତିକ ଓ ସେବା ମହାସଂଘ ଓ ଯIଦବ ସମାଜ ମିଳିତ ଆନୁକୁଲ୍ୟରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି-ରମେଶ ମେହେର, କଣ୍ଟାମାଳ ବ୍ଲକ ସଭାପତି-ବାମଦେବ ମହାନ୍ତି ଓ ସମସ୍ତ ସଦସ୍ୟମାନଙ୍କୁ ନେଇ କାର୍ଯ୍ୟକ୍ରମ କରା ଯାଇଥିଲା l ସୁରେନ୍ଦ୍ର କର୍ଣ୍ଣ, ବିଘ୍ନେ ନାଏକ ରଞ୍ଜୁ ଅମାତ ସହଯୋଗ କରିଥିଲେ |