ରାଉରକେଲା ମ୍ୟୁନିସିପାଲଟି: ଦତୋପନ୍ତ ଠେଙ୍ଗଡ଼ି ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା
ଏବଂ ବିକାଶ ବୋର୍ଡ କ୍ଷେତ୍ରୀୟ ନିର୍ଦେଶାଳୟ ରାଉରକେଲା, ବୈଠକ ହୋଇଯାଇଛି
ନଭେମ୍ବର ୭ ତାରିଖ ଅପରାହ୍ନ, ୨ଟା ୧୫ ମିନିଟରୁ ୩ଟା ୩୦ ମିନିଟ ପର୍ଯ୍ୟନ୍ତ ଦତୋପନ୍ତ ଠେଙ୍ଗଡ଼ି, ରାଷ୍ଟ୍ରିୟ ଶ୍ରମିକ ଶିକ୍ଷା ଏବଂ ବିକାଶ ବୋର୍ଡ ରାଉରକେଲା କବେତ୍ରୀୟ ନିର୍ଦେଶକ ସରୋଜ କୁମାର ବେହେରାଙ୍କ ଆଭକତ୍ୱ ବୈଠକରେ RIKKS ଏବଂ BMS ର ଚେୟାରମ୍ୟାନ ଶ୍ରୀ ହିମାଂଶୁ ଶେଖର ବଳ ଅଧ୍ୟାକ୍ଷତା କରିଥିଲେ, ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ରାଉରକେଲା ଇସ୍ପାତ କାରଖାନାର ସ୍ୱୀକୃଟିପ୍ରାପ୍ତ ଶ୍ରମିକ ସଂଗଠନର ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ବେହେରା ଏବଂ ଡଃ ସୁନୀଲ ପ୍ରସାଦ ତିର୍କୀ ଆକାଶବାଣୀ, ରାଉରକେଲା, ଦେବାଶିଷ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇଥିଲେ