ମହାନ ଜନନାୟକ ତଥା ଓଡ଼ିଶାର ବରପୁତ୍ର ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଏବଂ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସଙ୍ଗଠିତ 'ବିଜୁ ଜନତା ଦଳ'ର ୨୯ ତମ ପ୍ରତିଷ୍ଠା ଦିବସ ଆଗକୁ ଥିବାରୁ ଆଜି ଇଞ୍ଚୋଳ ଠାରେ ହାଟଡିହି ବ୍ଲକର ମୁରବୀ, ନେତୃମଣ୍ଡଳୀ ଙ୍କ ସହ ଏକ ସାଙ୍ଗଠନିକ ବୈଠକ ରେ ଯୋଗଦେଲେ ଆନନ୍ଦପୁର ବିଧାୟକ Abhimanyu Sethi l ବହୁ କର୍ମୀ ଉପସ୍ଥିତ ଥିଲେ ।