ଝାରସୁଗୁଡା: କୁହାକୁଣ୍ଡା ମହିମା ଆଶ୍ରମ ନିକଟରେ ଡକାୟତି ଯୋଜନା କରୁଥିବାବେଳେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ
ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କୁହାକୁଣ୍ଡା ମହିମା ଆଶ୍ରମ ନିକଟରେ ଡକାୟତି ଯୋଜନା କରୁଥିବାବେଳେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରେଙ୍ଗାଲି ପୋଲିସ l ଗିରଫ ଅଭିଯୁକ୍ତମାନେ ଅଭିଯୁକ୍ତ ମାନେ ମଚିଦା ର ଜନାର୍ଦନ ଭୋଇ, ବର୍ଝା ର କୃଷ୍ଣ ଭୋଇ, ସୁବୋଧ ରାଉତ, ବିଜୟ ବ୍ୟାନର ଓ କନଡ଼ିହି ର ଅଶ୍ୱିନୀ ଖମାରୀ ବୋଲି ରେଙ୍ଗାଲି ପୋଲିସ ଆଜି ରବିବାର ଅପରାହ୍ନ ୪ ଟା ରେ ସୂଚନା ଦେଇଛି l ସୂଚନାଅନୁଯାୟୀ, କୁହାକୁଣ୍ଡା ରାସ୍ତା ର ମହିମା ଆଶ୍ରମ ନିକଟରେ କିଛି ବ୍ୟକ୍ତି ଡକାୟତି ଯୋଜନା ପାଇଁ ଏକତ୍ରିତ ହୋଇଥିବାନେଇ ରେଙ୍ଗାଲି ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ