କ୍ଷେତରାଜପୁର ଥାନା ଅନ୍ତର୍ଗତ ଚନ୍ଦନ ନଗର ରେ ଜଣେ ନାବାଳକଙ୍କୁ ଆକ୍ରମଣ ଅଭିଯୋଗ l ମିଳିଥିବା ସୂଚନା ଅନୁସାରେ ଆଜି ରାତି 8 ଟା ସମୟରେ ଜଣେ ନାବାଳକ କିଛି କିଣିବା ପାଈଁ ଘର ନିକଟସ୍ଥ ଦୋକାନ କୁ ଯାଇଥିବା ବେଳେ ଆଉ କିଛି ନାବାଳକ ତାକୁ କୌଣସି କଥାକୁ ନେଇ ମାଡ଼ ମରି ଲହୁ ଲୁହାଣ କରି ଦେଇଥିଲେ l ଉକ୍ତ ନାବାଳକ କୁ ତୁରନ୍ତ ମେଡିକାଲ ଆଣିଥିଲେ ପରିବାର ଲୋକେ l ସେପଟେ ପରିବାର ଲୋକେ ଏନେଇ ଥାନାରେ ଏକ ଅଭିଯୋଗ କରିଛନ୍ତି l