ବଡସାହି: କୁଲକୁଠା ଠାରେ ଗାଧୋଇବାକୁଯାଇ ବୁଢାବଳଙ୍ଗ ନଦୀର ପ୍ରୋଖୋର ସ୍ରୋତରେ ଭାସିଯାଇଥିବା ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାରପରେ ଜବତକଲା ପୁଲିସ
Barsahi, Mayurbhanj | Sep 1, 2025
ବଡ଼ସାହି ଥାନା ଦୁର୍ଗାପୁର ପଞ୍ଚାୟତ ଅଧୀନ କୁଲକୁଠା ଠାରେ ରବିବାର ଅପରାହ୍ନରେ ଗାଧୋଇବାକୁ ଯାଇ ନଦୀର ପ୍ରୋଖୋର ସୁଅରେ ଭାସିଯାଇ ନିଖୋଜ...