ହିଞ୍ଜିଳି: ବେଲଗା ଥାନା ଅନ୍ତର୍ଗତ ଗଣ୍ଡଳା ଗଣେଶ ବିଦ୍ୟାପୀଠ ହାଇସ୍କୁଲ ପରିସରରେ ଦୁଇଛାତ୍ର ଅଶାନ୍ତି କୁ ନେଇ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
Hinjili, Ganjam | Sep 13, 2025
ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ବେଲଗା ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମରେ ଥିବା ସରକାରୀ ଗଣେଶ ବିଦ୍ୟାପୀଠ ହାଇସ୍କୁଲ ପରିସରରେ ଗତ ବୁଧୁବାର...