ରାୟଗଡା: ଆଦିବାସୀ କଳା ସଂସ୍କୃତି କୁ ଉଜ୍ଜୀବିତ କରିବା ସକାଶେ ରାମନାଗୁଡା କଲ୍ୟାଣ ମଣ୍ଡପ ବ୍ଲକ ସ୍ତରୀୟ ମହୋତ୍ସବ ଅନୁଷ୍ଠିତ
ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ଆଦିବାସୀ ଙ୍କ ଗୁର୍କା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲା କଳାକାର ସଂଘ ପକ୍ଷରୁ ପ୍ରତି ବ୍ଲକ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କହିଥିଲେ