Public App Logo
Jansamasya
National
���ीएसटी
Happydiwali
Cybersecurityawareness
Nextgengst
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଢେଙ୍କାନାଳ ସଦର: ଶାମାଚରଣ ପୁର ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ଷଣ୍ଢ ମୃତ, ଯାତାୟତ ବାଧାପ୍ରାପ୍ତ

ଢେଙ୍କାନାଳ ସହର ନିକଟ ଶାମାଚରଣ ପୁର ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ଏକ ଷଣ୍ଢର ମୃତ୍ୟୁ ହୋଇଛି। ଯାହାଦ୍ଵାରା ଯାତାୟତ ବାଧାପ୍ରାପ୍ତ ଘଟିଥିଲା । ସୂଚନା ମୁତାବକ ଶାମାଚରଣ ପୁର ଷ୍ଟେସନ ନିକଟରେ ଆଜି ଅପରାହ୍ନରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାରେ ଷଣ୍ଢର ମୃତ୍ୟୁ ଘଟିଛି।

MORE NEWS