ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣିହାଁ ଗ୍ରାମ ପଞ୍ଚାୟତର ପଥରମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହେବାକୁ ଯାଉଥିବା ବା ବା କାର୍ତ୍ତିକେଶ୍ୱର୍ ପୂଜା ଉପଲକ୍ଷେ ଆୟୋଜିତ କଳସ ଯାତ୍ରାରେ ଯୋଗ ଦେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ଉକ୍ତ କାର୍ଯ୍ୟକ୍ରମରେ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ, ୦୯ ନଂ ଜୋନ ଜିଲ୍ଲା ପରିଷଦ ରଞ୍ଜନ ସାହୁ, ୦୯ ନଂ ଜୋନ କାର୍ଯ୍ୟକାରୀ ସଭାପତି ସୁନିଲ ପ୍ରଧାନ ଉପସ୍ଥିତ ଥିଲେ ।