ଭଦ୍ରକ ଗ୍ରାମାଞ୍ଚଳ: ଶ୍ରୀବନ୍ତପୁର ଠାରେ ୪ଟି ବେଆଇନ ବାଲି ବୋଝେଇ ହାଇୱାକୁ ବନ୍ତ ପୋଲିସ ଓ ଖଣି ବିଭାଗ ପକ୍ଷରୁ ଜବତ
Bhadrak Rural, Bhadrak | Aug 22, 2025
ବନ୍ତ ଥାନା ଶ୍ରୀବନ୍ତପୁର ପେଟ୍ରୋଲ ପମ୍ପ ନିକଟରେ ୪ଗୋଟି ଓଭର ଲୋଡ଼ିଂ ବାଲି ବୋଝେଇ ହାଇୱାକୁ ପୋଲିସ୍ ଏବଂ ଜିଲ୍ଲା ଖଣି ବିଭାଗ ପକ୍ଷରୁ ଜବତ୍...