ଡ଼ିସେମ୍ବର ୨୬ତାରିଖ ସକାଳ ପ୍ରାୟ ୧୦ଟା ୩୦ ମିନିଟ ସମୟରେ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସରେ ସେକ୍ଟର ୨ ଛକଠାରେ ଥିବା ବିଜୁବାବୁଙ୍କ ଷ୍ଟାଚ୍ୟୁ ପାଖରେ ପୂର୍ବତନ ବିଜେଡି ବିଧାୟକ ଶ୍ରୀ ସୁବ୍ରତ ତରାଇ ବିଜେଡି କର୍ମୀଙ୍କ ସହ ପହଞ୍ଚି ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ, ଏଇ ଅବସରରେ ରକ୍ତଦାନ କରିବା ସହ ଡାକ୍ତରଖାନାre ରୋଗୀମାନଙ୍କୁ ଫଳ ବଣ୍ଟନ କରାଗଲା