କେନ୍ଦୁଝର ସହର: ସାଇଁକୁଳ ପତିତପାବନ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏହି କଲମ ଛାଡ଼ ଆନ୍ଦୋଳନ
Kendujhar Town, Kendujhar | Aug 19, 2025
ସମାନ କାମକୁ ସମାନ ଦରମା ଦାବିରେ ଧାରଣାରେ ବସିଲେ ମହାବିଦ୍ୟାଳୟର ମ୍ୟାନେଜମେଣ୍ଟ କର୍ମଚାରୀ। ଅଭିଯୋଗ ଅନୁଯାୟୀ ୨୦୦୮ ମସିହାରୁ ୨୦୧୮ ମସିହା...