ବୌଦ୍ଧ ସଦର: ଡ଼ଲକି ଜଙ୍ଗଲରେ ଚାଲୁଥିବା ମହୁଲି ମଦ ତିଆରି ଆଡାରେ ଅବକାରୀ ଚଢ଼ାଉ ୪୫୦କେଜି ପୋଚ ସହିତ ୩୦ଲିଟର ମଦକୁ ନଷ୍ଟ
ଆଜି ସନ୍ଧ୍ୟା ୭.୩୦ସମୟ ଜିଲ୍ଲା ଅବକାରୀ ଅଧିକାଇଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ବିଶେଷ ସୂତ୍ରରୁ ଖବର ପାଇ, ଆଜି ମଧ୍ୟାନ୍ହ ପାଖପାଖି ୧୨ଟା ସମୟ ପୁରୁଣାକଟକ ଥାନା ଅନ୍ତର୍ଗତ ଡ଼ଲକି ଜଙ୍ଗଲରେ ଚାଲିଥିବା ମହୁଲି ମଦ ତିଆରି ଆଡାରେ ଚଢ଼ାଉ କରିଥିଲା l ଏହି ଚଢ଼ାଉ ସମୟରେ ଆସାମୀ ମାନେ ଘଟଣା ସ୍ଥଳରୁ ଫେରାମାରିଥିବା ବେଳେ l ଜଙ୍ଗଲରୁ ୪୫୦କେଜି ମହୁଲ ପୋଚ ସହିତ ୩୦ଲିଟର ରନ୍ଧା ମହୁଲି ମଦକୁ ଜବତ କରି l