ତାଳଚେର ସଦର: ତାଳଚେର ମେଡ଼ିକାଲ କଲେଜରେ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ା ଆରମ୍ଭ ।
ତାଳଚେର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜରେ ୧୦୦ ଏମବିବିଏସ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହୋଇଛି । ଯାହାକୁ ନେଇ ଶୁକ୍ରବାର ସକାଳ ୧୧ ଘଟିକା ସମୟରେ ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କ ପ୍ରତିକ୍ରିୟା ।