ରାଉରକେଲା ଉଦିତନଗର ସ୍ଥିତ ଶ୍ରମ କାର୍ଯ୍ଯାଳୟ ନିକଟରେ କାର୍ ଧକ୍କାରେ ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ବ୍ୟାକ ଗିୟରରୁ କାର୍ ଟି ଦୁଇ ଜଣଙ୍କୁ ଧକ୍କା ଦେଇଥିଲା।ଶୁକ୍ରବାର ରାତିରେ ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଉଭୟ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଘଟଣା ପରେ କିଛି ସମୟ ସେଠାରେ ଉତ୍ତେଜନା ଦେଖା ଦେଇଥିଲା।