କଣ୍ଟାବାଞ୍ଜି: ଭିଜିଲାନ୍ସ ଏସପି ସତ୍ୟବାନ ମହାନନ୍ଦ ଙ୍କ ଶେଷକୃତ୍ୟ ସମ୍ପନ୍ନ
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ଗାଁ ସ୍ଥିତ ମଶାଣୀ ରେ କଟକ ଭିଜିଲାନ୍ସ ମୁଖ୍ୟାଳୟ ରେ କାର୍ଯ୍ୟରତ ଭିଜିଲାନ୍ସ ଏସପି ସତ୍ୟବାନ ମହାନନ୍ଦ ଙ୍କ ହୃଦ୍ ଘାତରେ ତାଙ୍କ ଦେହାନ୍ତ ହୋଇଥିଲା। ଆଜି ଚଟୁଅନକା ସ୍ଥିତ ମଶାଣୀ ରେ ତାଙ୍କ ଶେଷ ଦର୍ଶନ କରି ତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ।