ଯାଜପୁର: ବଡ଼ଚଣା ଥାନା ଅଧିକାରିଣୀ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ଯୁବକଙ୍କୁ ଠକେଇ ଅଭିଯୋଗ,ନ୍ୟାୟ ପାଇଁ ଏସପି କାର୍ଯ୍ୟାଳୟରେ ଅଭିଯୋଗ କଲେ ଯୁବକ
Jajapur, Jajpur | Aug 26, 2025
ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରାଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ...