ଜାନୁଆରୀ ୨୧ତାରିଖ ସକାଳ ପ୍ରାୟ ୧୦ଟା ୩୦ ମିନିଟରୁ 👍🏻ଅପରାହ୍ନ ୩ଟା ୩୦ ମିନିଟ ପର୍ଯ୍ୟନ୍ତ ଦଲକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ ଉତ୍ସବକୁ ଉକ୍ତ ବିଦ୍ୟାଳୟର ପ୍ରିନସିପାଲ ରାମେଶ୍ୱର ନାୟକଙ୍କ ତତ୍ୱାବଧାନରେ କରାଯାଇଥିଲା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଣାଇ ବିଧାୟକ ଲଖ୍ମଣ ମୁଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପିଠାଚୋର ସରପଞ୍ଚ ସୁନିକା ହେମ୍ବ୍ରମ, ସ୍କୁଲର S.M.C. ସଭାପତି ରଘୁନାଥ ହେମ୍ବ୍ରମ, ଲାଲମୋହନ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ