ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସ୍କୁଲରେ ଜିଲ୍ଲା ସ୍ତରୀୟ ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ ସ୍ଥାନୀୟ ଭୀମଭୋଇ ନଗର ସ୍ଥିତସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସ୍କୁଲରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶା ଆନୁକୂଲ୍ୟରେ ଆଜି ଜିଲ୍ଲା ସ୍ତରୀୟ ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି !ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମୋଟ ତିନୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ଯଥା ମୁଢେନ ପାଳି ଶିଶୁ ବିଦ୍ୟାମନ୍ଦିର, ଜୟନ୍ତପୁର ଶିଶୁ ବିଦ୍ୟାମନ୍ଦିର, ଭୀମଭୋଇ ଶିଶୁ ବିଦ୍ୟାମନ୍ଦିରର ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଭାଗ ନେଇଥିଲେ l