Public App Logo
Jansamasya
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
No video available

ଜଗତସିଂହପୁର: ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ଗତ ସପ୍ତାହ ରେ ହୋଇଥିବା ଜିଲ୍ଲା ର ସମସ୍ତ ଥାନା ର କ୍ରାଇମ ରେଟ ର ସୂଚନା ପ୍ରଦାନ

ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ଗତ ସପ୍ତାହ ରେ ହୋଇଥିବା ଜିଲ୍ଲା ର ସମସ୍ତ ଥାନା ର କ୍ରାଇମ ରେଟ ର ସୂଚନା ପ୍ରଦାନ l ସୂଚନା ଅନୁଯାୟୀ ଜିଲ୍ଲା ପୋଲିସ ମୁଖ୍ୟଳୟ ପକ୍ଷରୁ ଗତ ସପ୍ତାହ ରେ ହୋଇଥିବା ସମସ୍ତ ଥାନାର କ୍ରାଇମ ରେଟ ର ସୂଚନା ପ୍ରଦାନ କରାଯାଇ ଥିବା ବେଳ,ମୋଟ ବେପରୁଆ ଭାବେ ଗାଡି ଚାଳନା କରୁଥିବା ଚାଳକ ଙ୍କ ଠାରୁ 2.84000 ଟଙ୍କା ଆଦାୟ କରିଯାଇଥିବା,ବେଳ ମୋଟ ଚୋରା ମଦ 47.760ଲିଟର ଜବତ କରିବା ସହିତ ମୋଟ ଅବକାରୀ କେସେ 9 ଟି ହୋଇଥିବା ବେଳେ,ବିଭିନ୍ନ ଘଟଣା ରେ ମୋଟ 11ଜଣ ଅଭିଯୁକ୍ତ ଗିରଫ କରାଜାଇ ଥିବା ନେଇ,ଜିଲ୍ଲା ପୋଲିସ ମୁଖ୍ୟାଳୟ ରୁ ଜିଲ୍ଲା ଏସ୍ପି ସୂଚନା ଦେଇଛନ୍ତି

MORE NEWS