ଉମରକୋଟ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ସୂଚନା ଅନୁଯାୟୀ ସୁରଜିତ ରୋଏ ନାମକ ବ୍ୟକ୍ତି ନିଜ ବାଇକ ଯୋଗେ ଯାଉଥିବା ବେଳେ ଉମରକୋଟ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ତାଙ୍କର ଧକ୍କା ହେଇଥିଲା ଫଳରେ ସେ ତଳେ ପଡି ତାଙ୍କ ମୁହଁ ସହ ଶରୀର ର ବିଭିନ୍ନ ଜାଗାରେ ପ୍ରବଳ କ୍ଷତ ସୃଷ୍ଟି ହେଇଛି ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଉମରକୋଟ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରେଇଛନ୍ତି