ସୁନ୍ଦରଗଡ ସହର: ଗଡ଼ପୋଷ ନୁନିଆ ମୁଣ୍ଡା ନିକଟରେ ଟ୍ରକ ଚାପରେ ବାଇକ ଆରୋହୀ ବି ଏସ ହାଇସ୍କୁଲର କଳା ଶିକ୍ଷକଙ୍କ ଘଟଣା ସ୍ଥଳରେ ମୃତ୍ୟୁ
Sundargarh Town, Sundargarh | Sep 2, 2025
ଆଜି ସେପ୍ଟେମ୍ୱର 2 ତାରିଖ ମଙ୍ଗଳବାର ମଧ୍ୟାହ୍ନ 12 ଟା ପାଖାପାଖି ଏହି ଦୁଃଖଦ ଘଟଣା ଘଟିଛି। OD-09V-4879 ନମ୍ବର ବିଶିଷ୍ଟ ଟ୍ରକ ଚାପରେ...