Public App Logo
Jansamasya
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
No video available

ବିରିଡି: ଉତ୍ତରଶାସନରେ ଦେଖାଦେଇଛି ପାନୀୟଜଳ ସମସ୍ୟା ଆଜି ମଧ୍ୟାହ୍ନ ୨ଟାରେ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ ଓ ସମିତି ସଭ୍ୟ

Biridi, Jagatsinghpur | Apr 20, 2024
ବିରିଡି ବ୍ଲକ ଉତ୍ତରଶାସନ ରେ ପାନୀୟଜଳ ସମସ୍ୟା ଦେଖାଦେଇଛି ଗାତ ଫେବୃଆରୀ ମାସଠାରୁ ପାଣି ଯୋଗାଣ ସମ୍ପୂର୍ଣ ବନ୍ଧ ରହିଛି ଯାହାକୁ ସେଠାକାର ଅଂଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ଦେଖାଦେଇଥିବା ସମସ୍ୟା କୁ ନେଇ ଆଜି ମଧ୍ୟାହ୍ନ ୨ଟାରେ ପ୍ରତିକ୍ରିୟା ରଖିଛନ୍ତି ଗ୍ରାମବାସୀ ଓ ସମିତିସଭ୍ୟ

MORE NEWS