ଆଜି ସମ୍ବଲପୁର ଗସ୍ତ ରେ ଆସିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲ୍ଲୁ l ଭକ୍ତ ଚରଣ ଦାସ ସମ୍ବଲପୁର ପହଞ୍ଚିବା ପରେ ତାଙ୍କୁ ସମ୍ବଲପୁର କଂଗ୍ରେସ କର୍ମୀ, ବିଭିନ୍ନ ଜ଼ିଲ୍ଲା ର ସଭାପତି ମାନେ ବିପୁଳ ମାତ୍ରାରେ ସ୍ୱାଗତ କରିଥିଲେ l ଆସନ୍ତାକାଲି ବରଗଡ଼ ଜ଼ିଲ୍ଲା ରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାର କୁ ଘେରିବ କଂଗ୍ରେସ l ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ଆସନ୍ତାକାଲି ବରଗଡ଼ ରେ ହେବାକୁ ଯାଉଛି ଚାଷୀ ନ୍ୟାୟ ରାଲି l ଏହାକୁ ନେଇ ଆଜି ସମ୍ବଲପୁର ରେ ରାତି 8 ଟା ସମୟରେ 11 ଟି ଜ଼ିଲ୍ଲାର ଜ଼ିଲ୍ଲା ସଭାପତି, ପ୍ରାର୍ଥୀ ଓ ବିଭ