ତେଲକୋଇ: କାଳିଆହତା,ଠାରୁ ରେକୁଟି ନିର୍ମାଣଧିନ ରାସ୍ତାର ବାଲି ଗାଁ ନିକଟରେ ବିନା ସୁରକ୍ଷା ଫଳକରେ ଚାଲିଛି ରାସ୍ତାକାମ
କାଳିଆହତା,ଠାରୁ ରେକୁଟି ନିର୍ମାଣଧିନ ରାସ୍ତାର ବାଲି ଗାଁ ନିକଟରେ ବିନା ସୁରକ୍ଷା ଫଳକରେ ଚାଲିଛି ରାସ୍ତାକାମ, ଶହଶହ ଯାନବାହାନ ଏହି ରାସ୍ତାଦେଇ ଯାଇଥାନ୍ତି। କେତେବେଳେ ଯେ ଅଘଟଣ ଘଟିପାରେ , ପ୍ରସାସନ ଦୃଷ୍ଟିଦେବାକୁ ସ୍ଥାନିୟ ଲୋକଙ୍କ ଅନୋରୋଧ । ଆଜି ଅପରାହ୍ନ ପ୍ରତିଛବି ହୋଇଥିଲେ ବି ରାତ୍ରୀ ନଅଟା ସମୟର ସୂଚନା ।