କୋଟପାଡ: କୋରାପୁଟରେ ଲଗାଣ ବର୍ଷା: ୧୪ ବ୍ଲକ୍ରେ ବର୍ଷାର ପରିମାଣ କେତେ?
Kotpad, Koraput | Sep 25, 2026 କୋରାପୁଟ ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା। ଗତ ୨୪ ଘଣ୍ଟାରେ ୧୪ଟି ବ୍ଲକ୍ରେ ମୋଟ ୨୬୪୯.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ବୋରିଗୁମ୍ମାରେ ସର୍ବାଧିକ ୩୦୭.୮ ମିଲିମିଟର ବର୍ଷା ହୋଇଥିବାବେଳେ ଜଳସ୍ତର ବୃଦ୍ଧି ଓ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।