ବିଂଝାରପୁର ଥାନା ଅନ୍ତର୍ଗତ ସିଂହପୁର କଲେଜ ଟିଣା ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର ଗାଡି,ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚାଳକ l ଆଜି ଏକ ଟ୍ରାକ୍ଟର ଗାଡି ଦ୍ରୁତ ଗତିରେ ସିଂହପୁର ଛକ ଆଡୁ ଆସୁଥିଲା l ହଠାତ କୌଣସି କାରଣରୁ ଟିଣା ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା l ସୌଭାଗ୍ୟ ବସତ ଚାଳକଙ୍କ କୌଣସି କ୍ଷତି ହେଇନଥିଲା l ମାତ୍ର ଗାଡିଟି ଭାଙ୍ଗିତୁଟି ଯାଇଥିବା ସୂଚନା ମିଳିଛି l