କଣ୍ଟାମାଳ: ସଡ଼କ ସୁରକ୍ଷା ପାଇଁ ଘଣ୍ଟାପଡା ବିଭିନ୍ନ ଛକରେ ପୋଲିସର ସଚେତନତା ଅଭିଯାନ
ସଡ଼କ ସୁରକ୍ଷା ପାଇଁ ଘଣ୍ଟାପଡା ପୋଲିସର ସଚେତନତା ଅଭିଯାନ ଜାନୁଆରି 1ରୁ 31ତାରିକ ମଧ୍ୟ୍ୟରେ ସଡ଼କ ସୁରକ୍ଷା ମାସ ପାଳନ ହୋଈଥିବା ବେଳେ ଘଣ୍ଟାପଡା ପୋଲିସ ପକ୍ଷରୁ ଆଜି ସନ୍ଧ୍ୟା ସମୟ ରେ ବିଭିନ୍ନ ଛକରେ ବାଇକ ଚାଲାକ ମାନଙ୍କ ସଚେତନ କରିଥିବା ଦେଖିବାକୁ ମିଳିଛି I