ଢେଙ୍କାନାଳ ସଦର: ଇନ୍ଦିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ପୋଚପାଣୀ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଛାତ୍ରଛାତ୍ରୀ ଅସୁସ୍ଥ
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ ଇନ୍ଦିପୁର ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ୧ମରୁ ଅଷ୍ଟମରେଣୀରେ ୪୮୪ ଜଣ ଛାତ୍ରଛାତ୍ରୀମାନଙ୍କୁ ୧୩ ଶିକ୍ଷକ/ ଶିକ୍ଷୟତ୍ରୀମାନଙ୍କ ଦ୍ଵାରା ପାଠ ପଢା ହୁଏ । ବିଦ୍ୟାଳୟର ସମ୍ମୁଖ ପ୍ରାଚିରକୁ ଲାଗି ପୋଚପାଣୀ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ନିକଟରେ ଥିବା ବ୍ୟକ୍ତି ଜଣଙ୍କ ନିଜ ପୋଚପାଣି ସବୁ ସ୍କୁଲ ବାରଣ୍ଡରି କଡରେ ଜମା କରୁଥିବାରୁ ଯାହାଦ୍ଵାରା ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ରୋଗର କାରଣ ପାରଟିଛି । ଏହାର କଡ଼କୁ ଲାଗି ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ରନ୍ଧା ଯାଉଥିବାରୁ କିଛି ପିଲା ନ ଖାଇ ଘରକୁ ପଳାଇଯାନ୍ତି ।ଏହି ପୋଚପାଣି