ଅନୁଗୁଳ ଜିଲ୍ଲା ସୁରକ୍ଷା ମଞ୍ଚ ଓ ବିଦ୍ୟୁତ ଉପଭୋକ୍ତା ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।1. TPCODL & Smart Meter ଲଗାଇବା ବନ୍ଦ ହେବା ଉଚିତ।2. ଅନୁଗୁଳ ଜିଲ୍ଲା ବାସୀଙ୍କୁ 300 ୟୁନିଟ ମାଗଣା ବିଦ୍ୟୁତ ଦେବାକୁ ସଂଘର ଦାବି ।3. ବିଦ୍ୟୁତ ବିତରକ କମ୍ପାନୀ (TPCODL) ର ଦାଦାଗିରି ବିରୋଧରେ ବିନା ନୋଟିସରେ ବିଦ୍ୟୁତ କାଟିବାକୁ ସଙ୍ଘ ଦୃଢ ବିରୋଧ କରୁଛି।4. ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବାପାଇଁ ବୃକ୍ଷରୋପଣ କୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ସଙ୍ଘର ଦାବି।5. ପ୍ରତ୍ୟେକ ଶିଳ୍ପ ସଂସ୍ଥା ସେମାନଙ୍କର ନିଜସ୍ବ ସୁପର ସ୍ପେସ