ସୋରଡା: ସୋରଡ଼ା ସହର ର ଅଧିଷ୍ଠାତ୍ରୀ ଦେବୀ ମା କନ୍ଧୁଣି ଦେବୀଙ୍କ କଣ୍ଟାପୀଡ଼ା ଯାତ୍ରାରେ ପହଁଚି ମା ଙ୍କ ଦର୍ଶନ କଲେ ବ୍ରହ୍ମପୁର ଓ ଆସ୍କା ବିଧାୟକ
Surada, Ganjam | Sep 11, 2025
ଗଞ୍ଜାମ ଜିଲ୍ଲା ସୋରଡ଼ା ସହର ର ଅଧିଷ୍ଠାତ୍ରୀ ଦେବୀ ମା କନ୍ଧୁଣି ଦେବୀଙ୍କ ଐତିହାସିକ ପ୍ରସିଦ୍ଧ କଣ୍ଟା ପୀଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି....