ରାଉରକେଲା ମ୍ୟୁନିସିପାଲଟି: ସହରରେ ଅଦ୍ଵିତୀୟ ସାଂସ୍କୃତିକ ଅନୁଷ୍ଠାନ ତ୍ରିବେଣୀ କଳା ସଙ୍ଗମ ୨୫ତମ ବାର୍ଷିକ ଉତ୍ସବ-୨୦୨୫ ସିଭିକ ସେଣ୍ଟର ଠାରେ ପାଳନ କରୁଛି
ଅକ୍ଟୋବର ୧୯ ତାରିଖ ସନ୍ଧ୍ୟା ୬ଟା ୩୦ମିନିଟରୁ ରାତ୍ରି ୯ଟା ୩୦ମିନିଟ ପର୍ଯ୍ୟନ୍ତ ସାଂସ୍କୃତିକ ଅନୁଷ୍ଠାନ "ତ୍ରିବେଣୀ କଳା ସଙ୍ଗମ " ୨୫ତମ ବାର୍ଷିକ ଉତ୍ସବ-୨୦୨୫ ସହ ରୋପ୍ୟ ଜୟନ୍ତୀ ପାଳନ ଅବସରରେ ମହାନ ଓଡିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟା "ତ୍ରିବେଣୀ କଳା ସଙ୍ଗମ" "ତ୍ରିବେଣୀ କଳା ସଙ୍ଗମ "ର ନିର୍ଦ୍ଧେଷିକା ନୃତ୍ୟଙ୍ଗନା ଗୁରୁ ଶ୍ରୀମତୀ ସୁନିତା ପଟ୍ଟନାୟକ ବକ୍ତବ୍ୟରେ କହିଲେ, ବହୁ ପୁରାତନ ଏହି ଅନୁଷ୍ଠାନଟିକୁ ଶିକ୍ଷାର୍ଥୀମାନେ ବହୁତ ପସନ୍ଦ କରିଥାନ୍ତି, ଏହାର ବିଭିନ୍ନ ପ୍ରକାର ନୃତ୍ୟ ନିର୍ଦେଶନା ଅତ୍ୟନ୍ତ ଉଚ୍ଚକୋଟୀର ଯୋଗୁଁ ଶିକ୍ଷାର୍ଥୀମାନେ ସଠିକ ପ୍ରଶିକ୍ଷଣ