ମାଲକାନଗିରି: ସୀମାନ୍ତ କୁକାନାର ଅଞ୍ଚଳରେ ମାଓବାଦୀ ଖଞ୍ଜିଥିବା ଆଇଡି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କଲେ ଜବାନ
ମାଲକାନଗିରି ଜିଲ୍ଲା ସୀମାନ୍ତ କୁକାନାର ଅଂଚଳରେ ମାଓବାଦୀ ମାଓ ଦମନ ନିମନ୍ତେ ଡିଆରଜି ଜବାନ ମାନେ ତଲାସୀ ଅଭିଯାନ କରୁଥିଲେ। ଏହି ସମୟରେ ମାଓବାଦୀ ମାନେ ପୂର୍ବରୁ ଅଞ୍ଚଳରେ ଜବାନ ଙ୍କୁ ଟାର୍ଗେଟ କରି ଖଞ୍ଜିଥିବା ଏକ ଆଇଡି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି ଜବାନ ।