ଧନୁପାଲି ଥାନା ଅନ୍ତର୍ଗତ ମହାବୀରପଡାରେ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟଣା, ଟ୍ରକ ଚାଳକ ଗିରଫ ଗିରଫ ଅଭିଯୁକ୍ତ ଜଣକ ହେଲେ ବଇଣ୍ଡା ଅଂଚଳ ର ପ୍ରତାପ ବେହେରା ମିଳିଥିବା ସୂଚନା ଅନୁଯାଇ ଗତକାଲି ମହାବୀରପଡାରେ ଟକ୍ର ଚାପାରେ ଉକ୍ତ ବୃଦ୍ଧଙ୍କ ମୃତ୍ୟୁ ହେଇଥିଲା l ପୋଲିସ ଉକ୍ତ ଚାଳକକୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି l