ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳନ ସମାରୋହ ର ଦ୍ଵିତୀୟଦିନ ଜାତୀୟ କନ୍ୟା ଶିଶୁ ସପ୍ତାହ କାର୍ଯ୍ୟକ୍ରମ ସାରାଦେଶରେ ଆୟୋଜିତ ହେଉଛି। ଏହି କ୍ରମରେ ସପ୍ତାହ ପାଳନ ସମାରୋହ ଦ୍ଵିତୀୟ ଦିନ ରେ ସମ୍ବଲପୁର ଜିଲ୍ଲାର ବୁଢାରଜା ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କନ୍ୟା ଶିଶୁ ରମୂଲ୍ୟବୋଧ ଉପରେ ବକ୍ତୃତା, କୁଇଜ ପ୍ରତିଯୋଗିତା କରାଯାଇ ୧୦ ଜଣ କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା କାର୍ଯ୍ୟକ୍ରମରେ ADPHO(FW), DPM, NHM ପ୍ରମୁଖ ଉପସ୍ଥିତ ଥିଲେ।