ବଡସାହି: ଦାନ୍ତିଆମୁହାଁ ଠାରେ ଜମିବାଡ଼ିକୁ କେନ୍ଦ୍ରକରି ଅଶ୍ଳୀଳଭାଷାରେ ଗାଳିଗୁଲଜ, ଘରପୋଡି ଓ ଜୀବନରୁ ମାରିବାର ଧମକ ଅଭିଯୋଗରେ ମାମଲା ରୁଜୁକଲା ପୁଲିସ
Barsahi, Mayurbhanj | Sep 1, 2025
ବେତନଟୀ ଥାନା ଅଧୀନ ଦାନ୍ତିଆମୁହାଁରେ ଜମିବାଡ଼ିକୁ କେନ୍ଦ୍ରକରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସାଙ୍ଗକୁ ଘରପୋଡି ଏବଂ ଜୀବନରୁ ମାରିଦେବା ଭଳି...