ଅନୁଗୋଳ: ଗଡସନ୍ତ୍ରୀ ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଜଣେ ଗୁରୁତର; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପ୍ରତିକ୍ରିୟା ରଖିଲେ ସଞ୍ଜୁ
Anugul, Angul | Sep 10, 2025
ସୂଚନା ମୁତାବକ ଗଡସନ୍ତ୍ରୀ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ଏକ ସିମେଣ୍ଟ ଇଟା କାରଖାନାରେ ରହି ଗୟା କାର୍ଯ୍ୟ କରନ୍ତି। ବୁଧୁବାର ଭୋର୍ ସମୟରେ ଶୌଚ...