ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ମହାନଗର ନିଗମ ଏନ୍ଫଫୋର୍ସମେଣ୍ଟ ବିଭାଗ ପକ୍ଷରୁ କ୍ଷେତରାଜପୁର ରେଳ ଷ୍ଟେସନ ନିକଟରୁ ଜବର ଦଖଲ ଇଛେଦ
ସମ୍ବଲପୁର ମହାନଗର ନିଗମ ଏନ୍ଫୋରସମେଣ୍ଟ ବିଭାଗ ପକ୍ଷରୁ କ୍ଷେତରାଜପୁର ରେଳ ଷ୍ଟେସନ ନିକଟରୁ ଜବର ଦଖଲ ଇଛେଦ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 12 ଟା ସମୟରେ କ୍ଷେତରାଜପୁର ରେଳ ଷ୍ଟେସନ ସମ୍ମୁଖରେ ଥିବା କିଛି ବେଆଇନ ଦୋକାନ ଗୁଡିକୁ ମହାନଗର ନିଗମ ପକ୍ଷରୁ ହଟାଇ ଦିଆଯାଇଛି l ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ଦୋକାନ ଗୁଡିକୁ ଉଠା ଯାଇଥିଲା ହେଲେ ପୁଣି ସେହି ସ୍ଥାନରେ ଦୋକାନ ଗୁଡିକ ହେଇଥିବାରୁ ଆଜି ପୁଣି ଦୋକାନ ଗୁଡିକୁ ମହାନଗର ନିଗମ ଉଛେଦ କରିଛି l