ଯାଜପୁର: ନୂଆଗଡ ସ୍ଥିତ ସାହୁ କଲୋନୀରେ ଅଘଟଣ,ଜନୈକ ବ୍ୟକ୍ତିଙ୍କ ଭଡା ଘରୁ ଯୁବକଙ୍କ ମୃତ ଦେହ ଉଦ୍ଧାର,ମୃତ୍ୟୁ କାରଣ ଅସ୍ପଷ୍ଠ
Jajapur, Jajpur | Aug 15, 2025
ନୂଆଗଡ ସ୍ଥିତ ସାହୁ କଲୋନୀରେ ଅଘଟଣ,ଜନୈକ ବ୍ୟକ୍ତିଙ୍କ ଭଡା ଘରୁ ଯୁବକଙ୍କ ମୃତ ଦେହ ଉଦ୍ଧାର,ମୃତ୍ୟୁ କାରଣ ଅସ୍ପଷ୍ଠ,ପୋଲିସର ତଦନ୍ତ ଆରମ୍ଭ l...