ଆସିକା: ଖମ୍ବେଶ୍ବରୀପାଟଣା,ତାଲୁକା,ମିନିଷ୍ଟାଡିୟମ,ବିନାୟକବଜା ର,ମଙ୍ଗଳପୁର ସମେତ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଗଣେଶ
Asika, Ganjam | Aug 27, 2025
ଗଞ୍ଜାମ ଜିଲ୍ଲା ଆସିକା ର ଗ୍ରାମଞ୍ଚଳ ହେଉ ଅବା ସହର ର ଗଳି କନ୍ଦି ସବୁଠି ବଡ଼ ବଡ଼ ତୋରଣ ସାଙ୍ଗକୁ ଆକର୍ଷଣୀୟ ମେଢ଼ ଶ୍ରଦ୍ଧାଳୁ ଙ୍କ ମନମୋହୁଛି...